ଭୁବନେଶ୍ୱରରେ ଗବେଷଣା ପଦ୍ଧତି ଉପରେ କର୍ମଶାଳା ଶେଷ
ଉଦୀୟମାନ ଗବେଷକମାନଙ୍କୁ ଗବେଷଣା ପଦ୍ଧତି କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ୧୦ ଦିନ ଧରି ଚାଲିଥିବା କର୍ମଶାଳା ବୁଧବାର ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ ୟୁନିଭର୍ସିଟିରେ ଶେଷ ହୋଇଛି। ଏସଓଏର ଭାରତୀୟ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ କେନ୍ଦ୍ର (ପିପିଆରଏସିଆଇଏନ) ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ଦେଶର ମୋଟ ୪୨ ଜଣ ଗବେଷକ ଯୋଗ ଦେଇଥିଲେ। ଗବେଷଣା କ୍ଷେତ୍ରରେ ଉତ୍କର୍ଷ … Continue reading ଭୁବନେଶ୍ୱରରେ ଗବେଷଣା ପଦ୍ଧତି ଉପରେ କର୍ମଶାଳା ଶେଷ
Copy and paste this URL into your WordPress site to embed
Copy and paste this code into your site to embed