ମହିଳା ସଂରକ୍ଷଣ : ଓଡ଼ିଶା ବନାମ ଅନ୍ୟ ରାଜ୍ୟ

          ଭାସ୍କର ପରିଚ୍ଛା Women’s Reservation, Odisha vs. Other States : ୨୦୧୯ରେ ବିଜେଡିର ସାତଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚଜଣ ଜିତିଥିବାବେଳେ ୨୦୧୪ରେ ଦୁଇଜଣ ଯାକ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ। ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର କିଛିଘଣ୍ଟା ପୂର୍ବରୁ ୧୦ ମାର୍ଚ୍ଚ, ୨୦୧୯ ରେ ବିଜେଡି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ରାଲିରେ ଘୋଷଣା କରିଥିଲେ ଯେ ତାଙ୍କ … Continue reading ମହିଳା ସଂରକ୍ଷଣ : ଓଡ଼ିଶା ବନାମ ଅନ୍ୟ ରାଜ୍ୟ