ମହିଳା ସଂରକ୍ଷଣ: ନେତାଙ୍କ କୁମ୍ଭୀର କାନ୍ଦଣା || Women’s Protection or Leader’s Crocodile Cry

ଓଡ଼ିଶା ବିଧାନସଭା ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ମହିଳାମାନଙ୍କୁ ସଂରକ୍ଷଣ ଦେବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶା ସାରା ଭାରତକୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି। କିନ୍ତୁ ଏହି ଭବ୍ୟ ଆୟୋଜନ ଏବଂ ରାଜନୈତିକ ହଟଚମଟ ଭିତରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି— ଆମ ନେତାମାନେ ସତରେ କ’ଣ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ଆନ୍ତରିକ, ନା ଏହା କେବଳ ୨୦୨୬ର ଆଗାମୀ … Continue reading ମହିଳା ସଂରକ୍ଷଣ: ନେତାଙ୍କ କୁମ୍ଭୀର କାନ୍ଦଣା || Women’s Protection or Leader’s Crocodile Cry