ମହିଳା ସଂରକ୍ଷଣର ଓ ବିଜୁଙ୍କ ଦୂରଦୃଷ୍ଟି || Women’s protection and Biju’s vision

ଭାରତୀୟ ଗଣତନ୍ତ୍ରର ଇତିହାସରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବା ମହିଳା ସଂରକ୍ଷଣ ବିଲ୍‌କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଗ୍ରହଣ କରାଯାଉଛି। କିନ୍ତୁ ଏହି ଆଇନଗତ ସଫଳତାର ମୂଳଦୁଆ ଆଜିର ନୁହେଁ, ବରଂ ଏହାର ଚେର ଓଡ଼ିଶାର ଲାଲ୍ ମାଟିରେ ଖୁବ୍ ଗଭୀରକୁ ପ୍ରସାରିତ। ଦେଶ ଯେତେବେଳେ ମହିଳାମାନଙ୍କୁ ସଂସଦୀୟ ଗାଦିରେ ବସାଇବା ପାଇଁ କେବଳ ଚର୍ଚ୍ଚା କରୁଥିଲା, ସେତେବେଳେ ଓଡ଼ିଶା ଏହି ସ୍ୱପ୍ନକୁ ବାସ୍ତବତାର ରୂପ ଦେଇସାରିଥିଲା। ଏହି ସଫଳତା ପଛରେ ରହିଛି ଦୁଇଜଣ … Continue reading ମହିଳା ସଂରକ୍ଷଣର ଓ ବିଜୁଙ୍କ ଦୂରଦୃଷ୍ଟି || Women’s protection and Biju’s vision