ନାରୀ ଶକ୍ତି – ଏକ ରକେଟ୍ ସାଇନ୍ସ ନୁହେଁ, ଏହା ଆମ ବିଶ୍ୱାସ ଓ ଅନ୍ତର୍ନିହିତ ସ୍ୱଭାବ
ମହିଳା ନେତୃତ୍ୱାଧୀନ ସଶକ୍ତିକରଣକୁ ପ୍ରାଧାନ୍ୟ ଦକ୍ଷତାକୁ ଗୁରୁତ୍ୱ ଦିଅନ୍ତୁ, ଲିଙ୍ଗକୁ ନୁହେଁ : ଜୟଶଙ୍କର ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନର ଅନ୍ତିମ ଦିବସ “ଆଦର୍ଶ ମହିଳା ପ୍ରବାସୀ:ମହିଳାଙ୍କ ନେତୃତ୍ୱ ଓ ପ୍ରଭାବ – ନାରୀ ଶକ୍ତି” ପ୍ରସଙ୍ଗ ଆଧାରିତ ପୂର୍ଣ୍ଣାଙ୍ଗ ଅଧିବେଶନରୁ ପ୍ରାରମ୍ଭ ହୋଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । … Continue reading ନାରୀ ଶକ୍ତି – ଏକ ରକେଟ୍ ସାଇନ୍ସ ନୁହେଁ, ଏହା ଆମ ବିଶ୍ୱାସ ଓ ଅନ୍ତର୍ନିହିତ ସ୍ୱଭାବ
Copy and paste this URL into your WordPress site to embed
Copy and paste this code into your site to embed