ମହିଳାଙ୍କ ଅର୍ଥନୈତିକ ଭାଗିଦାରୀ ବୃଦ୍ଧି ପାଉଛି: ଅର୍ଥନୈତିକ ସର୍ଭେ ୨୦୨୪-୨୫
Economic Survey 2024-25 : ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଅନୁଯାୟୀ, ଭାରତର ମହିଳା କର୍ମଚାରୀ ଏବଂ ଉଦ୍ୟୋଗୀ ଅଂଶଗ୍ରହଣରେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ସରକାରୀ ଯୋଜନା, ଦକ୍ଷତା ବିକାଶ ପଦକ୍ଷେପ ଏବଂ ଋଣ ର ଉପଲବ୍ଧତା ଏହି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଫଳରେ ମହିଳାମାନଙ୍କ ମଧ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ଏବଂ ଉଦ୍ୟୋଗୀତା ବୃଦ୍ଧି ପାଇଛି । ସର୍ବେକ୍ଷଣ ଅନୁଯାୟୀ, ସରକାରୀ ଯୋଜନା, ଦକ୍ଷତା ବିକାଶ ପଦକ୍ଷେପ … Continue reading ମହିଳାଙ୍କ ଅର୍ଥନୈତିକ ଭାଗିଦାରୀ ବୃଦ୍ଧି ପାଉଛି: ଅର୍ଥନୈତିକ ସର୍ଭେ ୨୦୨୪-୨୫
Copy and paste this URL into your WordPress site to embed
Copy and paste this code into your site to embed