ଏହି ତାରିଖରେ ଆସିବ ୧୫୦୦୦ ଟଙ୍କା

Subhadra Jojana: ସୁଭଦ୍ରା ଯୋଜନାରେ ସରକାର ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସ୍କିମରେ ହିତାଧିକାରୀ ୨ଟି କିସ୍ତି ପାଇସାରିଲେଣି । ହେଲେ ଅନେକ ହିତାଧିକାରୀ ଆପ୍ଲାଏ କରିଥିଲେ ସୁଦ୍ଧା ୨ଟି କିସ୍ତି ସେମାନଙ୍କୁ ମିଳିନାହିଁ । ସବୁଠୁ ବଡ କଥା ହେଉଛି ଗୋଟିଏ ଘରୁ ଶାଶୁକୁ ଟଙ୍କା ଆସିଥିବା ବେଳେ ବୋହୂକୁ ଟଙ୍କା ମିଳିପାରିନାହିଁ । ତେଣୁ ଟଙ୍କା ଆସିବ କି ନାହିଁ … Continue reading ଏହି ତାରିଖରେ ଆସିବ ୧୫୦୦୦ ଟଙ୍କା