Women reservation, 33% seats mandatory ।। ମହିଳା ସଂରକ୍ଷଣ ,୩୩% ଆସନ ବାଧ୍ୟତାମୂଳକ

ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁରୁଷମାନଙ୍କର ଯେତିକି ଅଧିକାର ରହିଛି  ମହିଳାମାନଙ୍କର ମଧ୍ୟ ସେତିକି । ଆଉ ଭାରତରେ ତ ମହିଳାମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଅଧା । ତେଣୁ ଶାସନ ବ୍ୟବସ୍ଥାରେ ସେମାନଙ୍କର ସମାନ ପ୍ରତିନିଧିତ୍ଵ ରହିବା ଆଇନତଃ ସମାନ । ତେବେ ବିଭିନ୍ନ କାରଣରୁ ଏହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ ଏବଂ ସମ୍ପ୍ରତି ଏହି କାର୍ଯ୍ୟ ନିମନ୍ତେ ସରକାର ପଦକ୍ଷେପ ନେବା ଅବଶ୍ୟ ସ୍ଵାଗତଯୋଗ୍ୟ । ସେପ୍ଟେମ୍ବର ୨୦୨୩ରେ ସଂସଦରେ ପାରିତ … Continue reading Women reservation, 33% seats mandatory ।। ମହିଳା ସଂରକ୍ଷଣ ,୩୩% ଆସନ ବାଧ୍ୟତାମୂଳକ