ବିଜେଡିରେ ମହିଳା ହୁଅନ୍ତି ଏମିତି ହନ୍ତସନ୍ତ

ରାଜନୀତିରେ କେହି କାହାର ନୁହଁନ୍ତି। ଏ କଥା ପ୍ରମାଣ କରିଛି ବିଜୁ ଜନତିା ଦଳ। ଅତୀତରେ ମହିଳାଙ୍କ ସମ୍ମାନ ଓ ଅଧିକାର ରକ୍ଷା ଲାଗି ବିଜେଡି ଅନେକ ସଂଗ୍ରାମ କରିଛି। ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ଦେଶର ସମସ୍ତ ରାଜ୍ୟକୁ ଯାଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ସରକାରରେ ଥିବାବେଳେ ମହିଳା ବଳକୁ ଦଳର ଭୋଟ ଆହରଣ ପାଇଁ ବ୍ୟବହାର ବି କରିଛି। ହେଲେ ଆଜି ଯେତେବେଳେ ଦଳରେ ନେତୃତ୍ୱ ନେବାର ସୁଯୋଗ ଆସୁଛି ସେଠି … Continue reading ବିଜେଡିରେ ମହିଳା ହୁଅନ୍ତି ଏମିତି ହନ୍ତସନ୍ତ