ନିଜ ଘରେ ମହିଳାଙ୍କୁ ଗୁଳି, ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର || Woman shot at residence in Jharsuguda

ପୁଣି ରାଜ୍ୟରେ ଏକ ଅଭାବନୀୟ କାଣ୍ଡ | ନିଜ ଘରେ ବି ସୁରକ୍ଷିତ ନୁହଁନ୍ତି ମହିଳା | ଘଟଣାଟି ଓଡିଶା ଝାରସୁଗୁଡା ଜିଲ୍ଲାର , ଶୁକ୍ରବାର ରାତିରେ ଜଣେ ଅଜଣା ଦୁର୍ବୃତ୍ତ ତାଙ୍କ ଘରେ ଗୁଳି ଚଳାଇବାରୁ ଜଣେ ମହିଳାଙ୍କ ଉପରେ ବାଜିଛି ଗୁଳି । ଘଟଣାଟି ରାତି ପ୍ରାୟ ୦୯:୨୫ ସମୟରେ ସରବାହାଲ ଅଞ୍ଚଳରେ ଘଟିଛି । ବିଶ୍ୱବିଜୟନୀ ଜେନା ନାମକ ପୀଡିତା ତାଙ୍କ ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି … Continue reading ନିଜ ଘରେ ମହିଳାଙ୍କୁ ଗୁଳି, ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର || Woman shot at residence in Jharsuguda