Woman kills husband in Odisha Ganjam ।। ସ୍ତ୍ରୀ ହେଲା ଶତ୍ରୁ: ସ୍ଵାମୀଙ୍କୁ ହତ୍ୟା କରି ପୋଛିଲା ନିଜ ମଥା ସିନ୍ଦୂର

ଓଡ଼ିଶାରେ ଆଉ ଜଣେ ସୋନମ। ସ୍ଵାମୀଙ୍କୁ ନିର୍ମମ ଭାବେ ହତ୍ୟାକରି ଦେଲା ଆତ୍ମହତ୍ୟା ରୂପ। ନିଜ ହାତରେ ନିଜେ ପୋଛିଲେ ମଥା ସିନ୍ଦୂର। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଜଣା ପଡିଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ଏକ ସାମାନ୍ୟ ଝଗଡ଼ାରୁ ଏହି ନାରକୀୟ କାଣ୍ଡ ଘଟିଥିଲା। ପାରିବାରିକ କଳହକୁ ନେଇ ସ୍ବାମୀ ଓ … Continue reading Woman kills husband in Odisha Ganjam ।। ସ୍ତ୍ରୀ ହେଲା ଶତ୍ରୁ: ସ୍ଵାମୀଙ୍କୁ ହତ୍ୟା କରି ପୋଛିଲା ନିଜ ମଥା ସିନ୍ଦୂର