ବିବାହର ପ୍ରତିଶ୍ରୁତି ଦେଇ ୧୬ ବର୍ଷ ଶାରିରିକ ସମ୍ପର୍କ ରଖିବା ବିଶ୍ୱାସଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

live-in: ପୁରୁଷଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମଲାକୁ ରଦ୍ଦ କରି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ କେବଳ ବିବାହ ପ୍ରତିଶ୍ରୁତିରେ ଦୀର୍ଘବର୍ଷ ଧରି ଲିଭ୍‍-ଇନ୍‍ ରହିବା ଦୁଷ୍କର୍ମ ନୁହେଁ। ଦୁଇ ବୟସ୍କଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। ପୁରୁଷ ଜଣକ ବ୍ୟାଙ୍କ ଅଧିକାରୀ ଓ ମହିଳା ଅଧ୍ୟାପକ। ଦୁହେଁ ଶିକ୍ଷିତ ଓ ପ୍ରତିଷ୍ଠିତ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବର୍ଷେ କିମ୍ବା ଦୁଇ ବର୍ଷର ନ ଥିଲା। ସେମାନେ ଏକାଠି ଗୋଟିଏ ଛାତ ତଳେ  ୧୫-୧୬ ବର୍ଷ ଧରି … Continue reading ବିବାହର ପ୍ରତିଶ୍ରୁତି ଦେଇ ୧୬ ବର୍ଷ ଶାରିରିକ ସମ୍ପର୍କ ରଖିବା ବିଶ୍ୱାସଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ