ଶୀତରେ ଥରିବ ନୂଆବର୍ଷ

Winter In Odisha: ଶୀତରେ ଥରିବ ନୂଆବର୍ଷ । ବଢ଼ିବ ଶୀତ ଓ ଖସିବ ପାରଦ । ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ପରେ ପାଗ ସଂପୂର୍ଣ୍ଣ ବଦଳି ଯାଇଛି । ଏହାସହ ରାଜ୍ୟରେ ଶୀତ ମଧ୍ୟ ବଢିଯାଇଛି। ତେବେ ଆସନ୍ତାକାଲି ସକାଳ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୬ ଜିଲ୍ଲା ହେଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁର।’ ଏହି ଜିଲ୍ଲା ଗୁଡ଼ିକରେ … Continue reading ଶୀତରେ ଥରିବ ନୂଆବର୍ଷ