ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ସଫା କରିବେ ?

WINTER HAIR CARE: ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ଆପଣ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ । ଉଷୁମ ପାଣିରେ ଗାଧୋଇବା ଲାଭଦାୟକ ହୋଇପାରେ । ଏହା ଥଣ୍ଡା ଅନୁଭବକୁ ରୋକିଥାଏ ଏବଂ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ । ସଂକ୍ରମଣର ଆଶଙ୍କା ମଧ୍ୟ କମ୍ ହୋଇଥାଏ । ମୁଣ୍ଡ ସଫା କରିବା ତ ଦୂରର କଥା ଗାଧୋଇବାକୁ ବି ଭୟ କରିଥାନ୍ତି । … Continue reading ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ସଫା କରିବେ ?