ନୂଆପଡ଼ା କଂଗ୍ରେସରେ ପରିବର୍ତ୍ତନର ପବନ ନା ଗୋଷ୍ଠୀକନ୍ଦଳର ଝଡ଼? || Wind of change or storm of communal chaos in the new Congress?

ନୂଆପଡ଼ା କଂଗ୍ରେସରେ ନେତୃତ୍ୱକୁ ନେଇ ଚର୍ଚ୍ଚା, ସଂଗଠନ ଭିତରେ ବଢ଼ୁଛି ତତ୍ପରତା ନୂଆପଡ଼ା ଜିଲ୍ଲା କଂଗ୍ରେସରେ ନେତୃତ୍ୱ ଓ ସାଙ୍ଗଠନିକ କାର୍ଯ୍ୟକଳାପକୁ ନେଇ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାରେ ଦୀର୍ଘଦିନ ଧରି ସକ୍ରିୟ ଥିବା ବରିଷ୍ଠ ନେତା ଘାସୀରାମ ମାଞ୍ଜୀଙ୍କ ସହ ଯୁବ ନେତା ଡା. ଅଙ୍କିତ ସିଂଘଇଙ୍କ ବଢ଼ୁଥିବା ସକ୍ରିୟତା ଦଳୀୟ ମହଲରେ ନୂଆ ଆଲୋଚନାର ସୃଷ୍ଟି କରିଛି। ଦଳୀୟ ସୂତ୍ର ଅନୁସାରେ, ନୂଆପଡ଼ା ଜିଲ୍ଲା କଂଗ୍ରେସରେ ଦୀର୍ଘ ସମୟ ଧରି ଘାସୀରାମ … Continue reading ନୂଆପଡ଼ା କଂଗ୍ରେସରେ ପରିବର୍ତ୍ତନର ପବନ ନା ଗୋଷ୍ଠୀକନ୍ଦଳର ଝଡ଼? || Wind of change or storm of communal chaos in the new Congress?