Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ରମାଗତ ଭାବେ ଇମିଗ୍ରେସନ ନିୟମରେ ପରିବର୍ତ୍ତନ କରିଛନ୍ତି । ପ୍ରଥମତଃ ଟ୍ରମ୍ପ ପ୍ରଶାସନ ଜନ୍ମଗତ ନାଗରିକତା ରଦ୍ଦ କରିଥିଲେ ହେଁ ଏବେ ସିଏଟଲ କୋର୍ଟରେ ଏ ନେଇ ମାମଲା ଚାଲିଛି। ସେହିଭଳି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅନେକ ନିୟମକୁ କଡ଼ାକଡ଼ି କରିବାର ସଙ୍କେତ ଦେଇଛନ୍ତି। ତେବେ ଟ୍ରମ୍ପ ତାଙ୍କ ପ୍ରଚାର ସମୟରେ କହିଥିଲେ ଯେ, ଆମେରିକୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ବିଦେଶୀ … Continue reading ଆମେରିକାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ କି ଗ୍ରୀନ କାର୍ଡ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ କି?
Copy and paste this URL into your WordPress site to embed
Copy and paste this code into your site to embed