ଏମାନେ ସୁଧୁରିବେ ତ? || Will these men improve?

ଓଡ଼ିଶାରେ ୨୪ ବର୍ଷର ବିଜେଡି ଶାସନକୁ ହଟାଇ ଯେତେବେଳେ ବିଜେପି ଏକାକୀ କ୍ଷମତାକୁ ଆସିଲା, ସେତେବେଳେ ରାଜ୍ୟବାସୀ ଭାବିଥିଲେ ଶାସନ ବ୍ୟବସ୍ଥାରେ ଶୃଙ୍ଖଳା ଏବଂ ପରିବର୍ତ୍ତନ ଦେଖିବାକୁ ମିଳିବ। କିନ୍ତୁ ଆଜି ସରକାର ଗଠନର କିଛି ମାସ ପରେ ବାସ୍ତବ ଚିତ୍ର କ’ଣ? କ୍ଷମତା ପାଇବା କ୍ଷଣି ଶାସକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରବଳ କ୍ଷମତା ଯୁଦ୍ଧ, ପରସ୍ପର ଗୋଡ଼ ଟଣାଟଣି ଏବଂ ଆରୋପ-ପ୍ରତ୍ୟାରୋପର ଏକ ଲଜ୍ଜାଜନକ ଅଧ୍ୟାୟ। ଏହି ଶୀତଳ ଯୁଦ୍ଧ କେବଳ ତଳିଆ … Continue reading ଏମାନେ ସୁଧୁରିବେ ତ? || Will these men improve?