ବ୍ୟାଙ୍କକରେ ୟୁନୁସ-ମୋଦୀ ସାକ୍ଷାତ୍‍ରୁ କ’ଣ ସମ୍ପର୍କ ପୁଣି ମଧୁର ହେବ?

ଶେଖ ହସିନା, ଚିକେନ ନେକ୍ ଓ ଚୀନ ସହ ବନ୍ଧୁତା; ଗତ କିଛିଦିନ ଧରି ଭାରତ-ବାଂଲାଦେଶ ସମ୍ପର୍କରେ ଜମିଥିବା ବରଫ ହଟାଇବାକୁ ଥାଇଲାଣ୍ଡର ବ୍ୟାଙ୍କକରେ ଶୁକ୍ରବାର ଭାରତ ଓ ବାଂଲାଦେଶର ଶୀର୍ଷ ନେତୃତ୍ୱ ସାକ୍ଷାତ୍‍ କରିଥିଲେ। ତିକ୍ତ ହୋଇପଡ଼ିଥିବା ଭାରତ ଓ ବାଂଲାଦେଶ  ସମ୍ପର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ସାକ୍ଷାତ୍‍କୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ … Continue reading ବ୍ୟାଙ୍କକରେ ୟୁନୁସ-ମୋଦୀ ସାକ୍ଷାତ୍‍ରୁ କ’ଣ ସମ୍ପର୍କ ପୁଣି ମଧୁର ହେବ?