ପୁଣି ବଳି ପଡ଼ିବ କି ଦଳ? || Will the team be sacrificed again?
ରାଜନୀତିରେ କେତେକ ସମୟ ଏମିତି ଆସେ, ଯେତେବେଳେ ଗୋଟିଏ ରାଜ୍ୟସଭା ଆସନ କେବଳ ଏକ ସଂସଦୀୟ ପଦ ନୁହେଁ—ସେହି ଆସନ ହୋଇଯାଏ ଦଳୀୟ ଆତ୍ମପରିଚୟର ପରୀକ୍ଷା। ଏବେ ସେହି ପରୀକ୍ଷାର ପାଇଁ ଦୌଡ଼ୁଛି ବିଜୁ ଜନତା ଦଳ (ବିଜେଡି)। ରାଜ୍ୟସଭାର ଗୋଟିଏ ସମ୍ଭାବ୍ୟ ଆସନ —କିନ୍ତୁ ତାକୁ ନେଇ ଦଳ ଭିତରେ ଅଙ୍କକଷା, ଅସନ୍ତୋଷ ଓ ଅନୁମାନର ବିସ୍ଫୋରକ ପରିବେଶ। ଦଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ—କର୍ପୋରେଟ୍ ଜଗତରୁ ସିଧାସଳଖ ରାଜନୀତିକ ମଞ୍ଚରେ ପ୍ରବେଶ କରିଥିବା ସନ୍ତୃପ୍ତ ମିଶ୍ରଙ୍କ ରାଜ୍ୟସଭା … Continue reading ପୁଣି ବଳି ପଡ଼ିବ କି ଦଳ? || Will the team be sacrificed again?
Copy and paste this URL into your WordPress site to embed
Copy and paste this code into your site to embed