Will the new census data affect the 2029 elections? II ନୂଆ ଜନଗଣନା ତଥ୍ୟ ୨୦୨୯ ନିର୍ବାଚନକୁ ପ୍ରଭାବିତ କରିବ କି ?

କେନ୍ଦ୍ର ସରକାର ଆଗାମୀ ୧୬ ଜୁନ୍‌ରେ ଜନଗଣନା ସମ୍ପର୍କିତ ବିଜ୍ଞପ୍ତି ଜାରି କରିପାରେ। ତେବେ, ତୃଣମୂଳ ସ୍ତରରେ ‘ଜନଗଣନା-୨୦୨୭’ର କାର୍ଯ୍ୟ ୨୦୨୬ରେ ଆରମ୍ଭ ହେବ ଏବଂ ଏଥିରେ ଛଅ ବର୍ଷର ବିଳମ୍ବ ହେବ, ଯାହାର ମୁଖ୍ୟ କାରଣ କୋଭିଡ୍ ମହାମାରୀ ବୋଲି ବିବେଚନା କରାଯାଇପାରେ। କାରଣ, ସେତେବେଳେ ଜନଗଣନା କାର୍ଯ୍ୟ ବନ୍ଦ ହୋଇଥିଲା ଏବଂ ସେବେଠାରୁ ତାହା ଲଟକି ରହିଥିଲା । ଏହି ଜନଗଣନାରେ ରାଜନୈତିକ ଦୃଷ୍ଟିରୁ ଅତି କମରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଝୁଲି ରହିଛି। … Continue reading Will the new census data affect the 2029 elections? II ନୂଆ ଜନଗଣନା ତଥ୍ୟ ୨୦୨୯ ନିର୍ବାଚନକୁ ପ୍ରଭାବିତ କରିବ କି ?