କ’ଣ ପୁଣି ଫେରିବ ଲକଡାଉନ୍? || Will the lockdown return?

ବିଶ୍ୱ ରାଜନୀତିର ଆକାଶରେ ପୁଣି ଥରେ ଯୁଦ୍ଧର କଳାବାଦଲ। ପଶ୍ଚିମ ଏସିଆରେ ଲାଗିରହିଥିବା ସଂଘର୍ଷ କେବଳ ସେହି ଅଞ୍ଚଳରେ ସୀମିତ ନାହିଁ, ବରଂ ଏହାର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଓ ଶକ୍ତି ସୁରକ୍ଷା ଉପରେ ପଡ଼ିବାକୁ ଆରମ୍ଭ କଲାଣି। ସମ୍ପ୍ରତି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପରେ ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି – ଭାରତ କ’ଣ ପୁଣି ଏକ ଲକଡାଉନ୍ ଆଡ଼କୁ ଗତି କରୁଛି? ପ୍ରଧାନମନ୍ତ୍ରୀଙ୍କ ସତର୍କବାଣୀ ଓ … Continue reading କ’ଣ ପୁଣି ଫେରିବ ଲକଡାଉନ୍? || Will the lockdown return?