Will the Legislative Assembly session take place? II ବିଧାନସଭା ଚାଲିବ ତ?

କାଗଜ କଲମରେ ଦେଖିବାକୁ ଗଲେ, ଆସନ୍ତା ନଭେମ୍ବର ୧୮ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ, ଅର୍ଥାତ୍ ମୋଟ ୩୩ ଦିନ ପାଇଁ ଶୀତକାଳୀନ ଅଧିବେଶନର କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। କିନ୍ତୁ ଏହି ୩୩ ଦିନ ଗୃହ ସୁରୁଖୁରୁରେ ଚାଲିବ କି ନାହିଁ, ସେ ନେଇ ଏବେଠାରୁ ବଡ଼ ସନ୍ଦେହ ଓ କଳ୍ପନାଜଳ୍ପନା ସୃଷ୍ଟି ହେଲାଣି। କାରଣ ଅତୀତର ଘଟଣାବଳୀକୁ ଯଦି ଆମେ ଦେଖିବା, ତେବେ ବିଗତ ପ୍ରାୟ ଦୁଇଟି ଅଧିବେଶନ ଠିକ୍ ଭାବରେ ଚାଲିପାରି … Continue reading Will the Legislative Assembly session take place? II ବିଧାନସଭା ଚାଲିବ ତ?