ଭାଙ୍ଗିଯିବ କି ଚୀନ୍-ପାକିସ୍ତାନର ‘ଆଇରନ୍ ବ୍ରଦରହୁଡ୍’? || Will the ‘Iron Brotherhood’ between China and Pakistan break?

ଦୁନିଆରେ ଯେଉଁ ଦୁଇଟି ଦେଶ ନିଜର ବନ୍ଧୁତାକୁ “ହିମାଳୟଠାରୁ ଉଚ୍ଚ, ସମୁଦ୍ରଠାରୁ ଗଭୀର ଏବଂ କଙ୍କ୍ରିଟ୍‌ଠାରୁ ଶକ୍ତ” ବୋଲି କହୁଥିଲେ— ଅର୍ଥାତ୍ ଚୀନ୍ ଏବଂ ପାକିସ୍ତାନ— ଆଜି ସେହି ଦୁଇଦେଶର ସମ୍ପର୍କରେ ଏକ ବିରାଟ ଫାଟ ସୃଷ୍ଟି ହୋଇଛି! ଏହି ବନ୍ଧୁତା, ଯାହାକୁ ‘ଆଇରନ୍ ବ୍ରଦରହୁଡ୍’ (Iron Brotherhood) ବୋଲି କୁହାଯାଏ, ତାହା ବର୍ତ୍ତମାନ ଭାଙ୍ଗିରୁଜି ଚୁରମାର୍ ହେବାକୁ ବସିଛି। ଏହାର ମୁଖ୍ୟ କାରଣ ହେଉଛି ବଲୁଚିସ୍ତାନ (Balochistan)! ବଲୁଚିସ୍ତାନର ମୁକ୍ତିକାମୀ ବାହିନୀ BLA (Baloch Liberation … Continue reading ଭାଙ୍ଗିଯିବ କି ଚୀନ୍-ପାକିସ୍ତାନର ‘ଆଇରନ୍ ବ୍ରଦରହୁଡ୍’? || Will the ‘Iron Brotherhood’ between China and Pakistan break?