Will Sonam be hanged? What are the Supreme Court guidelines ? ସୋନମକୁ ମିଳିବ ଫାଶୀ ? କ’ଣ ରହିଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ?

ମେଘାଳୟରେ ହନିମୁନ ସମୟରେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା। ଏବେ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ମୁଣ୍ଡରେ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ମେଘାଳୟ SIT ର ମୁଖ୍ୟ ହର୍ବର୍ଟ ପିନ୍ୟାଇଦ ଖାରକୋଙ୍ଗୋର କହିଛନ୍ତି ଯେ ପୋଷ୍ଟମର୍ଟମରୁ ଜଣାପଡ଼ିଛି ଯେ ମୁଣ୍ଡରେ ଆଗ ଓ ପଛ ପଟେ ଧାରୁଆ ଅସ୍ତ୍ରରେ ଦୁଇଥର ଆଘାତ କରାଯାଇଥିଲା। ଏହି ମାମଲାରେ ରାଜାଙ୍କ ପତ୍ନୀ ସୋନମ ଏବଂ ଅନ୍ୟ ତିନି ଜଣଙ୍କୁ ଉତ୍ତର … Continue reading Will Sonam be hanged? What are the Supreme Court guidelines ? ସୋନମକୁ ମିଳିବ ଫାଶୀ ? କ’ଣ ରହିଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ?