ବିଜେପିରେ ଯୋଗ ଦେବେ କି ସସ୍ମିତ!

ଗତ କିଛି ବର୍ଷ ଧରି ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା ସାଜିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଏକାନ୍ତ ଘନିଷ୍ଠ ସାଂସଦ ସସ୍ମିତ ପାତ୍ର ବିଜେପିରେ ଯୋଗ ଦେବେ କି? କାରଣ ଏହା ପୂର୍ବରୁ ପାଣ୍ଡିଆନ୍‍ଙ୍କ ଆଉଜଣେ ବ୍ଲୁ ଆଇଡ୍‍ ବୟ ଅକ୍ସଫୋର୍ଡ ଫେରନ୍ତା ନେତା ସୁଜିତ୍‍ କୁମାର ବିଜେପିରେ ଯୋଗ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏବେ ଯେଉଁଭଳି ଭାବେ ସସ୍ମିତଙ୍କ ଆଚରଣ ଓ ଉଚାରଣ ହୋଇଛି ସେଥିରୁ ଏ ଚର୍ଚ୍ଚା ସାମ୍ନାକୁ ଆସୁଛି ଯେ ସତରେ … Continue reading ବିଜେପିରେ ଯୋଗ ଦେବେ କି ସସ୍ମିତ!