ରୋହିତଙ୍କୁ ବାଦ ଦେବାକୁ ଚାହୁଁଛି କି ଟିମ ମ୍ୟାନେଜମେଣ୍ଟ?
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଭାରତର ଦୁର୍ବଳ ପ୍ରଦର୍ଶନରେ ରୋହିତ ବଳିବୋଦା ଶୁକ୍ରବାରଠାରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟରୁ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ଭାରତୀୟ ଦଳର ଏହି ସିନିୟର ଓପନରଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ଦଳଗତ ବିଫଳତା ପାଇଁ ଅଧନାୟକ ଦାୟି ରହିବା ନୂଆ କଥା ନୁହେଁ। ମାତ୍ର ସିରିଜର … Continue reading ରୋହିତଙ୍କୁ ବାଦ ଦେବାକୁ ଚାହୁଁଛି କି ଟିମ ମ୍ୟାନେଜମେଣ୍ଟ?
Copy and paste this URL into your WordPress site to embed
Copy and paste this code into your site to embed