ଆପ୍‌ରୁ ବିଦା ହେବେ କି ରାଘବ ଚଢ଼ା? କେଜ୍ରିୱାଲଙ୍କ ସହ କାହିଁକି ବିଗିଡ଼ିଲା ସମ୍ପର୍କ? || Will Raghav Chaddha leave AAP? Why did his relationship with Kejriwal deteriorate?

ଭାରତୀୟ ରାଜନୀତିର ଚେସ୍‌ ବୋର୍ଡରେ ଏବେ ଏମିତି କିଛି ଚାଲ୍ ଚାଲାଯାଇଛି, ଯାହା ଆମ ଆଦମୀ ପାର୍ଟିର ଭବିଷ୍ୟତ ଓ ରଣନୀତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ରାଘବ ଚଢ଼ା ଦିନେ ଅରବିନ୍ଦ କେଜ୍ରିୱାଲଙ୍କ ଆଖିର ପିତୁଳା ଏବଂ ପାର୍ଟିର ‘ପୋଷ୍ଟର ବଏ’ ଥିଲେ, ଆଜି ତାଙ୍କୁ ଦଳ ଭିତରେ କୋଣଠେସା କରାଯାଉଥିବା ସ୍ପଷ୍ଟ ହୋଇଛି। ରାଜ୍ୟସଭାରେ ପଦବୀ ଛଡ଼ାଇ ନେବାଠାରୁ ଆରମ୍ଭ କରି ଗୃହରେ କହିବା ପାଇଁ ସମୟ ନ ଦେବା ପର୍ଯ୍ୟନ୍ତ, … Continue reading ଆପ୍‌ରୁ ବିଦା ହେବେ କି ରାଘବ ଚଢ଼ା? କେଜ୍ରିୱାଲଙ୍କ ସହ କାହିଁକି ବିଗିଡ଼ିଲା ସମ୍ପର୍କ? || Will Raghav Chaddha leave AAP? Why did his relationship with Kejriwal deteriorate?