Will Pandian become the heir to the Patnaik family? ।। ପଟ୍ଟନାୟକ ପରିବାରର ଉତ୍ତରାଧିକାରୀ ହେଲେ କି ପାଣ୍ଡିଆନ୍‍

ରାଜ୍ୟରେ ପଟ୍ଟନାୟକ- ପାଣ୍ଡିଆନ୍‍ଙ୍କ କଥା କାହାକୁ ଅଛୁପା ନାହିଁ। ରାଜନୀତି ବିଷୟରେ ଅଜ୍ଞଥିବା କୌଣସି ବି ଓଡ଼ିଆ ଏ ଦୁଇ ନା ବାବଦରେ ପରିଚିତ ଥିବ ନିଶ୍ଚୟ। ଏହି ଯୋଡ଼ିର ପ୍ରଭାବ ଓଡ଼ିଶାର ଶାସନ ବ୍ୟବସ୍ଥାରେ ୨୦୧୪ ନିର୍ବାଚନ ପରେ ଆରମ୍ଭ ହୁଏ; କିନ୍ତୁ ୨୦୨୪ ନିର୍ବାଚନ ସମୟରେ ଏ ଯୋଡ଼ିର ପ୍ରଚାର ଏତେ ରହିଲା ଯେ ତାହା ଉଭୟଙ୍କ ପାଇଁ ବୁମେରାଂ ହୋଇଥିଲା। ନିର୍ବାଚନ ପରେ କେତେ ଯେ କ’ଣ ଘଟିଛି ତାହାର ପଟାନ୍ତର ନାହିଁ … Continue reading Will Pandian become the heir to the Patnaik family? ।। ପଟ୍ଟନାୟକ ପରିବାରର ଉତ୍ତରାଧିକାରୀ ହେଲେ କି ପାଣ୍ଡିଆନ୍‍