Will Pakistan join the war against Israel? ।। ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଯୋଗ ଦେବ ପାକିସ୍ତାନ ?

ପାକିସ୍ତାନ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ଇରାନର ସାଥି ହୋଇପାରେ । ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହାର ସଙ୍କେତ ଦେଇଛନ୍ତି । ଆସିଫ ସମଗ୍ର ବିଶ୍ୱର ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି । ଆସିଫଙ୍କ ମତରେ, ଯଦି ଏବେ ଏକଜୁଟ ନ ହେଲେ, ଇସ୍ରାଏଲ ଏହିପରି ସମସ୍ତଙ୍କ ସହ କରିବ । ପାକିସ୍ତାନୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମନ୍ତ୍ରୀ ଆସିଫ କହିଛନ୍ତି ଯେ ଇରାନ ଉପରେ ଯେଉଁ ଭାବେ ଆକ୍ରମଣ କରାଯାଇଛି, ତାହା … Continue reading Will Pakistan join the war against Israel? ।। ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଯୋଗ ଦେବ ପାକିସ୍ତାନ ?