ନୂଆ ବର୍ଷରେ ମହଙ୍ଗା ହେବ ମ୍ୟାଗି?ଏଥି ପାଇଁ ସ୍ୱିଜରଲ୍ୟାଣ୍ଡ ହେବ ଦାୟୀ

 ମ୍ୟାଗିକୁ ଭାରତର ପ୍ରାୟ ପ୍ରତ୍ୟେକ ଘରେ ପସନ୍ଦ କରାଯାଏ। ମାତ୍ର ୨ ମିନିଟ୍‌ରେ ତିଆରି ହୋଇଯାଉଥିବା ଏହି ସୁସ୍ୱାଦୁ ଖାଦ୍ୟ ଏବେ ଆମ ଦେଶରେ ଲୋକଙ୍କ ଜୀବନଶୈଳୀର ଅଂଶ ପାଲଟି ଯାଇଛି, ଖାସ କରି ପିଲା ଓ ବ୍ୟାଚଲୋର ଲୋକଙ୍କ ପାଇଁ । ତେବେ ମ୍ୟାଗି ଏବେ ଆମ ଦେଶରେ ମହଙ୍ଗା ହୋଇପାରେ। ହେଲେ ଏହି ଲୋକପ୍ରିୟ ଖାଦ୍ୟ ମହଙ୍ଗା ହେବା ପଛରେ ଆମ ଦେଶ ନୁହେଁ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏକ ନିୟମ ଦାୟି।  ଆମ ଦେଶରେ … Continue reading ନୂଆ ବର୍ଷରେ ମହଙ୍ଗା ହେବ ମ୍ୟାଗି?ଏଥି ପାଇଁ ସ୍ୱିଜରଲ୍ୟାଣ୍ଡ ହେବ ଦାୟୀ