କ’ଣ ପାକିସ୍ତାନର ପରମାଣୁ ଆଡ୍ଡା ଉପରେ ଆକ୍ରମଣ କରିବ ଭାରତ ?

Pakistan: ଭାରତର ଆକ୍ରମଣର ଆଶଙ୍କାରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ବାରମ୍ବାର ତାଙ୍କ ଭୟକୁ ପ୍ରକାଶ କରୁଛନ୍ତି ଏବଂ ବିଦେଶୀ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ପାକ୍ ପକ୍ଷ ରଖୁଛନ୍ତି। ଏହା ମନେକରାଯାଉଛି ଯେ ଖ୍ୱାଜା ଆସିଫ ଅନ୍ତର୍ଜାତୀୟ ସମୁଦାୟକୁ ମଧ୍ୟସ୍ଥତା କରିବା ପାଇଁ ମନାଇବା ଲାଗି ଏମିତି କରୁଛନ୍ତି । ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଏକାକୀ ହୋଇପଡ଼ିଛି। ଅନ୍ୟପକ୍ଷରେ, ପେହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରମାଣୁ ବୋମା ପ୍ରୟୋଗ ଧମକ ଦେଉଥିବା ପାକିସ୍ତାନର … Continue reading କ’ଣ ପାକିସ୍ତାନର ପରମାଣୁ ଆଡ୍ଡା ଉପରେ ଆକ୍ରମଣ କରିବ ଭାରତ ?