ସୁନା ଦର କ’ଣ ୫୫ ହଜାରକୁ ଖସିବ? କାହିଁକି ବିଶେଷଜ୍ଞ ସୁନା ଦର କମିବା ନେଇ କରୁଛନ୍ତି ଭବିଷ୍ୟତବାଣୀ?

ସୁନାର ମୂଲ୍ୟ କ’ଣ କେବେ ୫୫ ହଜାର ହେବ? ସମୟ କ’ଣ ଦୁଇବର୍ଷ ପଛକୁ ଫେରିଯିବ, ଯେତେବେଳେ ୨୦୨୩ରେ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ଏହି ସ୍ତରରେ ଥିଲା? ଏପରି ହେବା ସମ୍ଭବ କି? ଏକ ଆମେରିକୀୟ ବିଶ୍ଳେଷଣ କମ୍ପାନୀ ଏପରି କିଛି ଅନୁମାନ କରିଛି। କିନ୍ତୁ ଏହା କାହିଁକି ହେବ, ଏହା ପଛରେ କ’ଣ ଇରାନ-ଆମେରିକା, ରୁଷିଆ-ୟୁକ୍ରେନ ଯୁଦ୍ଧ, ବାଂଲାଦେଶରେ କ୍ଷମତା ପରିବର୍ତ୍ତନା କିମ୍ବା ଇସ୍ରାଏଲ-ହମାସ ସଂଘର୍ଷ ଅଛି, ଯାହା ଶେଷ ହେବାର ସମ୍ଭାବନା … Continue reading ସୁନା ଦର କ’ଣ ୫୫ ହଜାରକୁ ଖସିବ? କାହିଁକି ବିଶେଷଜ୍ଞ ସୁନା ଦର କମିବା ନେଇ କରୁଛନ୍ତି ଭବିଷ୍ୟତବାଣୀ?