କ୍ରସ ଭୋଟିଂ କଲେ କ’ଣ ସଭ୍ୟପଦ ଚାଲିଯିବ! || Will cross-voting result in loss of membership?

ରାଜ୍ୟ ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ‘କ୍ରସ୍ ଭୋଟିଂ’ ବା ନିଜ ଦଳ ବିରୋଧରେ ଯାଇ ଅନ୍ୟ ଦଳକୁ ଭୋଟ୍ ଦେବା। ଯେତେବେଳେ ରାଜ୍ୟସଭା ନିର୍ବାଚନ ଆସେ ବା ବିଧାନପରିଷଦ ନିର୍ବାଚନର କଥା ଉଠେ, ସେତେବେଳେ ଏହି କ୍ରସ୍ ଭୋଟିଂର ଭୟ ପ୍ରତିଟି ରାଜନୈତିକ ଦଳକୁ ଘାରିଥାଏ। ନିକଟରେ ଓଡ଼ିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ୍ ଉଷ୍ମତା ଦେଖିବାକୁ ମିଳୁଛି। ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଶିବିରରେ କ୍ରସ୍ … Continue reading କ୍ରସ ଭୋଟିଂ କଲେ କ’ଣ ସଭ୍ୟପଦ ଚାଲିଯିବ! || Will cross-voting result in loss of membership?