ଟିଏମସିରେ ସଂକଟ ଭାଙ୍ଗିବ ନା ରଖିବ ବିଜେପି? || Will BJP break the crisis in TMC or keep it?

ଟିଏମସିରେ ବଢ଼ୁଛି ଆଭ୍ୟନ୍ତରୀଣ ସଙ୍କଟ; ବିଧାୟକ ଓ ସାଂସଦଙ୍କ ଅସନ୍ତୋଷ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ (ଟିଏମସି) କୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ନେତାମାନଙ୍କର ସମ୍ଭାବ୍ୟ ଦଳବଦଳ ନେଇ ରାଜନୈତିକ ମହଳରେ ବିଭିନ୍ନ ଅଟକଳନା ଦେଖାଦେଇଛି। ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି ଯେ, ଟିଏମସିର ପ୍ରାୟ ୫୦ ଜଣ ବିଧାୟକ ଦଳରେ ଅସନ୍ତୁଷ୍ଟ ଅଛନ୍ତି ଏବଂ କିଛି ସାଂସଦ … Continue reading ଟିଏମସିରେ ସଂକଟ ଭାଙ୍ଗିବ ନା ରଖିବ ବିଜେପି? || Will BJP break the crisis in TMC or keep it?