Will a new equation emerge? II ହେବ କି କିଛି ନୂଆ ସମୀକରଣ?

ଭାରତୀୟ ରାଜନୀତିରେ ଆଗାମୀ ଦିନରେ ଏକ ବଡ଼ଧରଣର ପରିବର୍ତ୍ତନ କିମ୍ବା ରଣନୈତିକ ଅଦଳବଦଳ ଦେଖିବାକୁ ମିଳିପାରେ। କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ନିଜର ପୂର୍ବ ରଣନୀତିକୁ ବଦଳାଇ ଦେଶର ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଟାଣିବା କିମ୍ବା ସେମାନଙ୍କୁ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି ମେଣ୍ଟ’ଠାରୁ ଦୂରେଇ ରଖିବା ପାଇଁ ଏକ ବୃହତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।   ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଏବଂ ରାଜନୈତିକ ପୃଷ୍ଠଭୂମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Continue reading Will a new equation emerge? II ହେବ କି କିଛି ନୂଆ ସମୀକରଣ?