ବ୍ୟାପିବାରେ ଲାଗିଛି ବନାଗ୍ନି;  ୭୪୭ ଅଞ୍ଚଳରେ ଜଳୁଛି ନିଆଁ

Wildfires: ବିଭିନ୍ନ ଅଞ୍ଚଳରେ ବ୍ୟାପିଥିବା ଜଙ୍ଗଲରେ ଲାଗିଛି ନିଆଁ। ଯାହା ରାଜ୍ୟର ପ୍ରାୟ ଅଧା ଜଙ୍ଗଲଅଞ୍ଚଳକୁ ପ୍ରଭାବିତ କରିଛି। ନିଆଁ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ କର୍ମଚାରୀମାନେ ୨୪ ଘଣ୍ଟିଆ ସଂଘର୍ଷ କରୁଛନ୍ତି। ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଅଗ୍ନିକାଣ୍ଡରେ ଏକାଧିକ ବନାଞ୍ଚଳ ନଷ୍ଟ ହୋଇଯାଇଛି। କେବଳ ମାର୍ଚ୍ଚ ୧୨ ତାରିଖରେ ୧୪୨୬ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସୂଚନା ଦେଇଛି। ଆଜି ସୁଦ୍ଧା ରାଜ୍ୟର … Continue reading ବ୍ୟାପିବାରେ ଲାଗିଛି ବନାଗ୍ନି;  ୭୪୭ ଅଞ୍ଚଳରେ ଜଳୁଛି ନିଆଁ