ମହାକୁମ୍ଭରେ ସାଧି ହୋଇ ରହିବେ ଆପଲର ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ, ନାମ ସହିତ ମିଳିଲା ଗୋତ୍ର

ମହାକୁମ୍ଭ-୨୦୨୫ ଆଜିଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏମାନଙ୍କ ମଧ୍ୟରେ ବଲିଉଡ଼ କଳାକାରଙ୍କ ସମେତ ଭିଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିଛନ୍ତି । ବିଶ୍ୱର ସବୁଠାରୁ ଧନୀ ମହିଳା ତଥା ଆପଲର ସହ ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ପ୍ରୟାଗରାଜରେ ପହଞ୍ଚିଛନ୍ତି । ଲରେନ ପାୱେଲ ସ୍ୱାମୀ କୈଳାଶନନ୍ଦ ଜୀଙ୍କ ଶିବିରରେ ଆସନ୍ତା ୨୯ ଜାନୁଆରୀ ପର୍ଯ୍ୟନ୍ତ … Continue reading ମହାକୁମ୍ଭରେ ସାଧି ହୋଇ ରହିବେ ଆପଲର ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ, ନାମ ସହିତ ମିଳିଲା ଗୋତ୍ର