ଏଥରର ଜନଗଣନା କାହିଁକି ହେବ ଅଲଗା?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ରାଜନୈତିକ ମାମଲା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିପିଏ) ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନୁମୋଦନ ଦେଇଛି। ଏହି ନିଷ୍ପତ୍ତିର ଦାବି ବିରୋଧୀ ଦଳ ଦୀର୍ଘ ଦିନ ଧରି କରୁଥିଲା। କ୍ୟାବିନେଟ ନିଷ୍ପତ୍ତି ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରାଯାଇଛି। ଏହି ସୂଚନା ସୂତ୍ରମାନଙ୍କ ହବାଲାରୁ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ଜନଗଣନା ପାଇଁ ଶୀଘ୍ର ଦେଶବ୍ୟାପୀ ଅଧିକାରୀମାନଙ୍କର ଏକ ବୈଠକ ଡକାଯିବ। ପ୍ରଶିକ୍ଷଣ ଆରମ୍ଭ ହେବ, … Continue reading ଏଥରର ଜନଗଣନା କାହିଁକି ହେବ ଅଲଗା?