କାହିଁକି ପାଳନ କରାଯାଏ ଶାମ୍ବ ଦଶମୀ, କ’ଣ ରହିଛି ଏହାର ମହତ୍ୱ?

Shamba Dashami: ଆଜି ଶାମ୍ବ ଦଶମୀ । ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଚଳିତ ବର୍ଷ ଶାମ୍ବ ଦଶମୀ ଜାନୁୟାରୀ ୯ ତାରିଖରେ ପାଳନ କରାଯାଉଛି । ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ଭିନ୍ନଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ … Continue reading କାହିଁକି ପାଳନ କରାଯାଏ ଶାମ୍ବ ଦଶମୀ, କ’ଣ ରହିଛି ଏହାର ମହତ୍ୱ?