Why was the ICC not present despite government orders? ।। ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ନ ଥିଲା ଆଇସିସି?

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଭାବେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଘୋଷ ହେଉଛନ୍ତି ପ୍ରକୃତ ଦୋଷୀ। ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାର ବିଚାର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ମହାବିଦ୍ୟାଳୟରେ ଆଇସିସି ଗଠନ ହେବା କଥା। ସେହି ଅନୁସାରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଗତ ମେ ମାସ ୧୫ ତାରିଖରେ କଲେଜକୁ ଚିଠି କରିଥିଲା। ମାତ୍ର ପୂର୍ବତନ ଅଧ୍ୟକ୍ଷ ସେହିଭଳି କୌଣସି କମିଟି … Continue reading Why was the ICC not present despite government orders? ।। ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ନ ଥିଲା ଆଇସିସି?