କାହିଁକି ହେଲା ୨୦୨୩ ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ ମଧ୍ୟରାତ୍ରିରେ ? || Why was the 2023 Women’s Reservation Act implemented at midnight?

ବର୍ତ୍ତମାନ ସାଂସଦୀୟ ମହଲରେ ଡକାଯାଇଛି ଏକ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ସମ୍ପର୍କରେ ଚାଲିଛି ଏକ ଜୋରଦାର ବିତର୍କ । ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ସମ୍ପର୍କିତ ବିଲ୍ ଉପରେ ଆଲୋଚନା ଶୁକ୍ରବାର ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଯାହା ପରେ ଏହି ପ୍ରସଙ୍ଗରେ ଆରମ୍ଭ ହେବ ଭୋଟ୍ । ଗୋଟିଏ ପଟେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଂସଦରେ ଆଲୋଚନା ଜାରି ରହିଥିବା ବେଳେ, ଅନ୍ୟପଟେ ୨୦୨୩ … Continue reading କାହିଁକି ହେଲା ୨୦୨୩ ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ ମଧ୍ୟରାତ୍ରିରେ ? || Why was the 2023 Women’s Reservation Act implemented at midnight?