Jagdeep Dhankhar Pension, Why Vice Presidential Election Is Crucial Before September 19 ।। ଧନଖଡ଼ଙ୍କୁ କେତେ ମିଳିବ ପେନସନ୍, କ’ଣ ପାଇଁ ୧୯ ସେପ୍ଟେମ୍ବର ପୂର୍ବରୁ ଜରୁରୀ ଉପ-ରାଷ୍ଟ୍ରପତି ନିର୍ବାଚନ ?

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହଠାତ୍ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର ପ୍ରଶ୍ନ ଉଠୁଛି। ସେ ତାଙ୍କ ଇସ୍ତଫା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ଜଗଦୀପ ଧନଖଡ଼ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସମ୍ପୂର୍ଣ୍ଣ ନ କରି ଇସ୍ତଫା ଦେଇଥିବା ସେ ଦେଶର ତୃତୀୟ ଉପରାଷ୍ଟ୍ରପତି … Continue reading Jagdeep Dhankhar Pension, Why Vice Presidential Election Is Crucial Before September 19 ।। ଧନଖଡ଼ଙ୍କୁ କେତେ ମିଳିବ ପେନସନ୍, କ’ଣ ପାଇଁ ୧୯ ସେପ୍ଟେମ୍ବର ପୂର୍ବରୁ ଜରୁରୀ ଉପ-ରାଷ୍ଟ୍ରପତି ନିର୍ବାଚନ ?