Why US president Trump do not like PM Modi and Putin bond oil trade? ।। ଭାରତ-ଋଷ ବନ୍ଧୁତାକୁ ନେଇ କାହିଁକି ଜଳୁଛି ଆମେରିକା ?

ଆଜି ସାରା ବିଶ୍ୱ ବନ୍ଧୁତା ଦିବସ ପାଳନ କରୁଛି। ଏପରି ପରିପ୍ରେକ୍ଷୀରେ ଭାରତ ଓ ରୁଷିଆର ବନ୍ଧୁତା ଏକ ଉଦାହରଣ ଭାବେ ରହିଛି। ଆମେରିକା ଯେତେ ଚେଷ୍ଟା କଲେ ମଧ୍ୟ ଏହି ଦୁଇ ଦେଶର ବନ୍ଧୁତା ଉପରେ କୌଣସି ଆଞ୍ଚ ଆସେ ନାହିଁ। ସୋଭିଏତ ସଂଘ ସମୟରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତା ସୋଭିଏତ ସଂଘର ବିଘଟନ ପରେ ମଧ୍ୟ ରୁଷିଆ ସହିତ ଜାରି ରହିଛି। ଏପରିକି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ସମୟରେ ପାଶ୍ଚାତ୍ୟ ଦେଶମାନେ … Continue reading Why US president Trump do not like PM Modi and Putin bond oil trade? ।। ଭାରତ-ଋଷ ବନ୍ଧୁତାକୁ ନେଇ କାହିଁକି ଜଳୁଛି ଆମେରିକା ?