ଚୀନ୍ ବ୍ୟତୀତ ଅନ୍ୟ ସବୁ ଦେଶ ପାଇଁ ଶୁଳ୍କ ଉପରେ ୯୦ ଦିନର ରୋକ ଲଗାଇଲେ ଟ୍ରମ୍ପ୍

Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଘୋଷଣା କରିଛନ୍ତି ଯେ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଉପରେ ତାଙ୍କର ବ୍ୟାପକ ଶୁଳ୍କ ଉପରେ ୯୦ ଦିନ ପାଇଁ ରୋକ ଲଗାଯାଇଛି – ଯାହା କି ପ୍ରାୟ ୨୪ ଘଣ୍ଟା ପୂର୍ବରୁ ଅସମ୍ଭବ ମନେ ହେଉଥିଲା । ଆମେରିକା ସହ ବାଣିଜ୍ୟ ଅସନ୍ତୁଳନ ଦୂର କରିବା ପାଇଁ ଏହି ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କ କହିବା ଅନୁଯାୟୀ, ୭୫ରୁ ଅଧିକ ଦେଶ ତାଙ୍କ … Continue reading ଚୀନ୍ ବ୍ୟତୀତ ଅନ୍ୟ ସବୁ ଦେଶ ପାଇଁ ଶୁଳ୍କ ଉପରେ ୯୦ ଦିନର ରୋକ ଲଗାଇଲେ ଟ୍ରମ୍ପ୍