କାହିଁକି କିଛି ଦେଶରେ ନେତାମାନଙ୍କର ଖରାପ ସ୍ୱାସ୍ଥ୍ୟକୁ ଲୁଚାଇବାର ପରମ୍ପରା ରହିଛି, ଖାସକରି ରୁଷିଆ ଓ ଆମେରିକାରେ?

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜୋର ଧରିଛି। ପୁଟିନଙ୍କ ବିଷୟରେ ଦାବି କରାଯାଇଛି ଯେ ସେ ଅନେକ ପ୍ରକାରର ରୋଗରେ ପୀଡ଼ିତ। କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତାଙ୍କ ବିଷୟରେ ଏକ ଗୁଜବ ସୃଷ୍ଟିକରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଦାବି କରିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ‘ଶୀଘ୍ର ମରିଯିବେ। ଜେଲେନସ୍କିଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ପୁଟିନଙ୍କ … Continue reading କାହିଁକି କିଛି ଦେଶରେ ନେତାମାନଙ୍କର ଖରାପ ସ୍ୱାସ୍ଥ୍ୟକୁ ଲୁଚାଇବାର ପରମ୍ପରା ରହିଛି, ଖାସକରି ରୁଷିଆ ଓ ଆମେରିକାରେ?