କ’ଣ ପାଇଁ ବୁଦା ଭିତରେ ଲୁଚି ସାପମାନେ ନିଜର ଚର୍ମ ଛାଡ଼ନ୍ତି ?

Snake: କାତି ଛାଡିବା ପରେ ସାପକୁ ନୂଆ ଚର୍ମ ମିଳିଥାଏ ଏବଂ ତା’ ଶରୀରରେ ଜମା ହୋଇଥିବା ବ୍ୟାକ୍ଟେରିଆ ମଧ୍ୟ ଦୂର ହୋଇଯାଏ, ଯାହା ଦ୍ୱାରା ସାପଟି ବହୁତ ଚଞ୍ଚଳ ଅନୁଭବ କରିଥାଏ । ସାପ ସବୁବେଳେ ମଣିଷକୁ ଆକର୍ଷିତ କରିଆସିଛି। ସେମାନଙ୍କ ଦୁନିଆ ରହସ୍ୟରେ ଭରି ରହିଛି ଏବଂ ସାପକୁ ନେଇ ଅନେକ କାହାଣୀ ରହିଛି । ଉଦାହରଣ ସ୍ୱରୂପ, ସାପର କାତି ଛାଡ଼ିବା । ଏହାକୁ ନେଇ ଅନେକ ବିଶ୍ୱାସ ମଧ୍ୟ ରହିଛି, କିନ୍ତୁ … Continue reading କ’ଣ ପାଇଁ ବୁଦା ଭିତରେ ଲୁଚି ସାପମାନେ ନିଜର ଚର୍ମ ଛାଡ଼ନ୍ତି ?