କାହିଁକି ଓଡ଼ିଶା ଛାଡ଼ିଲେ ରଘୁବର, ଓଡ଼ିଶାରେ ବିବାଦ ନା ଝାଡ଼ଖଣ୍ଡରେ ରାଜନୀତି

ସମସ୍ତଙ୍କୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ। ତାଙ୍କ ଫଟୋ ସହ ଏହି ବାର୍ତ୍ତା ପ୍ରକାଶ ହେଲା। କିନ୍ତୁ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରକାଶ ହେବାବେଳକୁ ସେ ଆଉ ରାଜ୍ୟପାଳ ହୋଇ ନାହାନ୍ତି। ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ରାଷ୍ଟ୍ରପତି ଦାୟିତ୍ୱ ଦେଇଛନ୍ତି। ପ୍ରଶ୍ନ ଉଠୁଛି ହଠାତ୍‍ ଏ ପରିବର୍ତ୍ତନ କାହିଁକି? ଓଡ଼ିଶାରେ ସେ ଛନ୍ଦି ହୋଇଥିବା ବିବାଦ ନା ଝାଡ଼ଖଣ୍ଡରେ ଦଳ ଭୋଗୁଥିବା ରାଜନୀତିକ ଅଭିଶାପ? ଯେତେବଳେ ଝାଡ଼ଖଣ୍ଡ ନିର୍ବାଚନ … Continue reading କାହିଁକି ଓଡ଼ିଶା ଛାଡ଼ିଲେ ରଘୁବର, ଓଡ଼ିଶାରେ ବିବାଦ ନା ଝାଡ଼ଖଣ୍ଡରେ ରାଜନୀତି