Why people change the govt. II ସରକାର ମାନେ କ’ଣ ଏମିତି?
ଗଣତାନ୍ତ୍ରିକ ପରିବେଶର ବିଧିବ୍ୟବସ୍ଥା ଭିତରେ ସରକାର ବଦଳିଥାଏ। ଲୋକମାନେ ବିକଳ୍ପ ଖୋଜନ୍ତି। ଯେଉଁ ଦଳ ଲୋକମାନଙ୍କୁ ତାଙ୍କ ଇଚ୍ଛା ମୁତାବକ ପ୍ରତିଶ୍ରୁତି ଦିଏ ତାଙ୍କୁ ଲୋକମାନେ ସରକାର ଭାବେ ବାଛନ୍ତି। ଭାରତୀୟ ଗଣତନ୍ତ୍ରରେ ପ୍ରତି ୫ ବର୍ଷରେ ଥରେ ନାଗରିକଙ୍କୁ ଏପରି ସୁଯୋଗ ମିଳେ। ଓଡ଼ିଶାର ରାଜନୀତିକ ଇତିହାସରେ ୨୦୨୪କୁ ମିଶାଇ ୧୭ ଥର ବିଧାନସଭା ଗଠନ ହୋଇଛି। ଅର୍ଥାତ୍ ୧୯୫୨ ପରେ ୧୭ ଥର ନିର୍ବାଚନ ହୋଇଛି। ତଥାପି ସରକାରଙ୍କ ବିରୋଧରେ ଲୋକଙ୍କ କ୍ରୋଧ, ରୋଷ … Continue reading Why people change the govt. II ସରକାର ମାନେ କ’ଣ ଏମିତି?
Copy and paste this URL into your WordPress site to embed
Copy and paste this code into your site to embed