ପୁଣି ଉପରାଷ୍ଟ୍ରପତିଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ: ଜଷ୍ଟିସ ବର୍ମାଙ୍କ ମାମଲାରେ ଏଫଆଇଆର କାହିଁକି ହୋଇନି?
Vice President : ଧନଖଡ଼ କହିଛନ୍ତି ଯେ ଯଦି ଜଣେ ସାଧାରଣ ଲୋକଙ୍କ ଘରେ ସମାନ ମାମଲା ସାମ୍ନାକୁ ଆସିଥାନ୍ତା, ତେବେ ତଦନ୍ତ ଦ୍ରୁତ ଗତିରେ ଚାଲିଥାନ୍ତା। ପୁଣି ଉପରାଷ୍ଟ୍ରପତିଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିକଟରେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଥିଲେ। ଏହା ଏକ ଚିନ୍ତାଜନକ ଘଟଣା ବୋଲି କହିବା ସହ ନ୍ୟାୟପାଳିକାର … Continue reading ପୁଣି ଉପରାଷ୍ଟ୍ରପତିଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ: ଜଷ୍ଟିସ ବର୍ମାଙ୍କ ମାମଲାରେ ଏଫଆଇଆର କାହିଁକି ହୋଇନି?
Copy and paste this URL into your WordPress site to embed
Copy and paste this code into your site to embed