Why Mughals fail to capture Nepal? ।। ଭାରତ ଉପରେ କବଜା ଥିଲା କିନ୍ତୁ ନେପାଳ ଭଳି ଛୋଟ ଦେଶକୁ କାହିଁକି ଅଧିକାର କରିପାରିନଥିଲେ ମୋଗଲ ?

ନେପାଳରେ କ୍ଷମତା ପରିବର୍ତ୍ତନ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ଦେଇ ଗାଏବ ହୋଇଯାଇଛନ୍ତି । ସେନା ନିୟନ୍ତ୍ରଣରେ ଏବେ ଶାସନ । ମନ୍ତ୍ରୀଙ୍କୁ ଲୋକ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି । ଭାରତ ପାଇଁ ନେପାଳ ଭୂ-ରାଜନୈତିକ ମହତ୍ୱ ଢେର ଅଧିକ । କାରଣ ଏହା ଚୀନ୍ ଓ ଭାରତ ମଧ୍ୟରେ ଏକ ବଫର ଷ୍ଟେଟ୍ ଭାବେ କାର୍ଯ୍ୟ କରେ । ନେପାଳର ଯେଉଁ ସରକାର ଗାଦିଚ୍ୟୁତ ହୋଇଛି,ସେହି ସରକାର ଚୀନର ସଖୀ କଣ୍ଢେଇ … Continue reading Why Mughals fail to capture Nepal? ।। ଭାରତ ଉପରେ କବଜା ଥିଲା କିନ୍ତୁ ନେପାଳ ଭଳି ଛୋଟ ଦେଶକୁ କାହିଁକି ଅଧିକାର କରିପାରିନଥିଲେ ମୋଗଲ ?